ବଣସୀମା ଅଞ୍ଚଳ ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଗଣେଶ୍ୱର ବେହେରା ଙ୍କ ପରଲୋକ
ନୀଳଗିରି,୭/୯(ଓଡ଼ିଶା ଆଦର୍ଶ):ବଣସୀମା ଅଞ୍ଚଳ ର ବରିଷ୍ଠ କଂଗ୍ରେସ ନେତା ,ପୂର୍ବତନ ସରପଞ୍ଚ ତଥା ବରହମପୁର ର ବଣିକ ସଂଘ ର ପୂର୍ବତନ ସଭାପତି ଗଣେଶ୍ୱର ବେହେରା ଙ୍କ ଦେହାନ୍ତହୋଇ ଯାଇଛି।ବଣସୀମା ଅଞ୍ଚଳ ର କଂଗ୍ରେସ ପରିବାର ର କଂଗ୍ରେସ କର୍ମୀ ମାନେ ଭାଙ୍ଗି ପଡି ଥିବା ଦେଖାଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସ ନେତା ତପନ ରାଉତ ସମେତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାମକୃଷ୍ଣ ଜେନା, ଓ଼ ଯଶୋଦା ନନ୍ଦନ ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯଶୋଦା ନାୟକ, ସୁରେନ୍ଦ୍ର ଦାସ, ରତି ବେହେରା, ଅଶ୍ଵିନୀ ଦାସ, ପୂର୍ଣ୍ଣ ଚନ୍ଦ୍ର ପଶା,ଜଗନ୍ନାଥ ଦଳେଇ, କୃପାସିନ୍ଧୁ ପଣ୍ଡା, ଶତ୍ରୁଘନ ପୃଷ୍ଟି, ମଣ୍ଟୁ ଧୀର, ଜୟନ୍ତ ମଲିକ, ମହେଶ୍ୱେର ମହାପାତ୍ର,ଦିଲ୍ଲୀପ ବେହେରା, ଗିରିଜା ଶଙ୍କର ସାହୁ, ମିଟୁ ବିନ୍ଧାଣି,କୈଳାଶ ପାତ୍ର, ବ୍ରଜ ବାଗ, ଟେଲିପାଳ ପୂର୍ବତନ ସରପଞ୍ଚ ସୁରେଶ ଶଙ୍ଖୁଆ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ପାଖରେ ପହଂଚି ସମୋବେଦନା ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ।




إرسال تعليق