Header ADS

କଂଗ୍ରେସ ଜିଲ୍ଲା ସଭାପତି ହେଲେ ସତ୍ୟଶିବ ଦାସ ନୀଳଗିରି କଂଗ୍ରେସ ରେ ଖୁସିର ଲହରୀ

 କଂଗ୍ରେସ ଜିଲ୍ଲା ସଭାପତି ହେଲେ ସତ୍ୟଶିବ ଦାସ ନୀଳଗିରି କଂଗ୍ରେସ ରେ ଖୁସିର ଲହରୀ



ନୀଳଗିରି,୨୭/୯(ଓଡ଼ିଶା ଆଦର୍ଶ):ଏ ଆଇ ସି ସି ପକ୍ଷରୁ ଓଡ଼ିଶା ର ସମସ୍ତ ଜିଲ୍ଲା ସଭାପତି ଙ୍କୁ ନୂତନ ଭାବେ ନିଯୁକ୍ତି ମିଳିଛି।ସେହି କ୍ରମ ରେ ବାଲେଶ୍ଵର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ସତ୍ୟଶିବ ଦାସ ଙ୍କୁ ବାଲେଶ୍ଵର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବାରୁ ନୀଳଗିରି କଂଗ୍ରେସ ମହଲ ରେ ଖୁସି ର ଲହରୀ ଦେଖିବାକୁ ମିଳିଛି।ନୀଳଗିରି ର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ,ଆଶିଷ ପଟ୍ଟନାୟକ,ତପନ ରାଉତ, ସୁରେନ୍ଦ୍ର ଦାସ,ଯୋଗେଶ୍ୱର ବେହେରା,ବିଶ୍ଵନାଥ ଦାସ, ସଦାଶିବ ରଥ,ସମରେନ୍ଦ୍ର ଦାସ ,ଯୁବ ନେତା ଦିବ୍ୟଜ୍ୟୋତି ଆଚାର୍ଯ୍ୟ ପ୍ରମୁଖ ଶତାଧିକ ନେତା ତଥା ପଞ୍ଚାୟତ ସ୍ତରୀୟ ପୂର୍ବତନ ସରପଞ୍ଚ,ନେତା ଓ କର୍ମୀ ମାନେ ଶ୍ରୀ ଦାସ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ନିଜ ନିଜର ଖୁସୀ ବ୍ୟକ୍ତ କରିଛନ୍ତି।

Post a Comment

أحدث أقدم
Header ADS