ଛିନ୍ତାଇ କରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ ରୁପା ସମେତ ୨ଗିରଫ
ଡି ଏଲ୩ସି ବିକ୍ୟୁ ୧୯୬୯ ଗାଡ଼ିକୁ ସନ୍ଦେହଜନକ ଭାବେ କେତେକ ଯୁବକ ଗୋଡ଼ାଇଥିଲେ। ଏହାଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କରିଥିଲା।ଗାଡ଼ିରୁ ନଗଦ ୨ ଲକ୍ଷ ୪୦,୦୦୦ ଟଙ୍କା ସହ ୪୬ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ନେଇ ଗୋପାଳପୁର ଥାନାଧିକାରୀ ଅଶୋକ କୁମାର ବାରିକ ସୂଚନା ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଆହତଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
ପ୍ରକାଶ ଥାଉକି ଡି ଏଲ୩ସି ବିକ୍ୟୁ ୧୯୬୯ ଗାଡ଼ିକୁ ସନ୍ଦେହଜନକ ଭାବେ କେତେକ ଯୁବକ ଗୋଡ଼ାଇଥିଲେ। ଏହାଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କରିଥିଲା।ଗାଡ଼ିରୁ ନଗଦ ୨ ଲକ୍ଷ ୪୦,୦୦୦ ଟଙ୍କା ସହ ୪୬ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ନେଇ ଗୋପାଳପୁର ଥାନାଧିକାରୀ ଅଶୋକ କୁମାର ବାରିକ ସୂଚନା ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଆହତଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।
إرسال تعليق