Header ADS

ଜଙ୍ଗଲରେ ଝୁଲି ରହିଛି ମୃତ ଦେହ, କାରଣ ଅସ୍ପଷ୍ଟ।

 ଜଙ୍ଗଲରେ ଝୁଲି ରହିଛି ମୃତ ଦେହ, 

କାରଣ ଅସ୍ପଷ୍ଟ 



ନୀଳଗିରି,୩୧/୩(ଓଡ଼ିଶା ଆଦର୍ଶ): ସଜନାଗଡ ହସ୍ପିଟାଲ ପଛ ପଟ ଜଙ୍ଗଲରେ ଗଛରେ ଝୁଲି ରହିଛି ବୃଦ୍ଧ ଙ୍କ ମୃତଦେହ। ମୃତ ବ୍ୟକ୍ତି ଜଣକ ହେଲେ ନୀଳଗିରି ଥାନା ଅଧିନ ଜାମୁଡ଼ିଆ ପଞ୍ଚାୟତ ବେଡ଼ାସାହି ଗ୍ରାମର ଦାସ ମାଝୀ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତି ରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନଥିବା ବେଳେ ସ୍ଥାନୀୟ ଲୋକେ ମହୁଲ ଗଟାଇବାକୁ ଯାଇଥିବା ବେଳେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ନୀଳଗିରି ଥାନାକୁ ଖବର ଦେଇଥିବା ସୁଚନା ମିଳିଛି।


Post a Comment

أحدث أقدم
Header ADS