Header ADS

କେନ୍ଦ୍ରାପଡା ରସାବଳିକୁ ମିଳିଲା ଜିଆଇ ଟ୍ୟାଗର ମାନ୍ୟତା ।

 


କେନ୍ଦ୍ରାପଡା (ଓଡ଼ିଶା ଆଦର୍ଶ ବ୍ୟୁରୋ) ୩/୧୦ :- କେନ୍ଦ୍ରାପଡା ରସାବଳିକୁ ମିଳିଲା ଜିଆଇ ଟ୍ୟାଗର ମାନ୍ୟତା । ଆବେଦନ କରିଥିଲା କେନ୍ଦ୍ରପଡା ମିଷ୍ଟାନ ରସାବଳି ସଂଘ । ୨୦୨୧ରେ ଜିଆଇ ଟ୍ୟାଗ ପାଇଁ ହୋଇଥିଲା ଆବେଦନ । ବଳଦେବଜୀଉଙ୍କ ନିକଟରେ ଲାଗି ହୁଏ ଏହି ରସାବଳି । 

Post a Comment

أحدث أقدم
Header ADS