Header ADS

ଦୁଇ ଟ୍ରକ୍ ମଝିରେ ଚାପିଗଲା କାର, ଦୁଇ ମୃତ।

 


ଓଡ଼ିଶା ଆଦର୍ଶ ବ୍ୟୁରୋ, ୨୧/୧୦ :- ମୟୁରଭଞ୍ଜ ବାଙ୍ଗିରିପୋଷୀ ସ୍ଥିତ ଦ୍ବାରଶୁଣି ଘାଟରେ ଦୂର୍ଘଟଣା । କାରକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ବିଶୋଇ ପଟୁ ଆସୁଥିବା ବେଳେ ଭାରସ୍ୟାମ ହରାଇ କାରକୁ ଧକ୍କା ଦେଇଥିଲା ଟ୍ରକ୍ ।କାର ଭିତରେ ଛଅ ଜଣ ଯାତ୍ରୀ ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ଟ୍ରକ୍ ସମେତ ଟ୍ରକ୍ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା।

Post a Comment

أحدث أقدم
Header ADS