ନୀଳଗିରି ୦୬/୦୭ - ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ର ଅଯୋଧ୍ୟା ଗ୍ରାମରେ ଏକ କୁଲଡ଼ିହା ହାତୀ ପଶିଆସି ଆତଙ୍କ ଖେଳାଇଥିବାର ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀଟି ଲୋକଙ୍କ ବାଡ଼ିରେ ପଶି ପନିପରିବା ଚାଷ ଓ କଦଳିଗଛ ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ଖବର ପାଇ ନୀଳଗିରି ବନବିଭାଗ ହାତୀ ଉପରେ ନଜର ରଖିଛି।
إرسال تعليق