Header ADS

ଚିକେନ୍ ଅଣ୍ଡା ବିରିୟାନି ଖାଇ ବୋଲବମ୍, କି ଯୁଗ ହେଲା ..... ।

 


ବାଲେଶ୍ଵର , ୨୩/୦୭ :- ଚାଲିଛି ଶ୍ରାବଣ ମାସ ଆଉ ଏହି ଶ୍ରାବଣ ମାସର ସମବାର ରେ ଶିବ ଭକ୍ତ ମାନେ ବିଭିନ୍ନ ଶିବ ମନ୍ଦିରରେ ଜଳାଭିଷେକ କରନ୍ତି ହେଲେ ଜଳାଭିଷେକ ପୁର୍ବରୁ କେମିତି ଭକ୍ତ ମାନେ ନିଜକୁ ପ୍ରସ୍ତୁତ କରନ୍ତି ଜାଣିଛନ୍ତି କି ଦେଖନ୍ତୁ ଏଇ ଫଟୋକୁ....

ବୋଲବମ୍ ଯିବା ପୁର୍ବରୁ ଭକ୍ତ ମାନଙ୍କ ମଧ୍ୟରେ ଚାଲିଛି ଚିକେନ ଅଣ୍ଡା ବିରୀୟାନି ପାର୍ଟି ଆଉ ଶିବ ବେଶଧାରୀ ଜଣକ ମଧ୍ୟ ବିରିୟାନିର ସ୍ୱାଦ ନେଇଛନ୍ତି.. ପେଟ ପୂଜା ପରେ ସମସ୍ତେ ପବିତ୍ର ଜଳ ଲାଗି କରିବାକୁ ଯିବେ.. 

ଏହି ଚିତ୍ର ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ଇମାମି ଜଗନ୍ନାଥ ମନ୍ଦିର ପଛପଟ ଏକ ବିରିୟାନି ସେଣ୍ଟର ର ଦୃଶ୍ୟ । ଯେଉଁଠି ଶନିବାର କାଉଡ଼ିଆ ବେଶରେ କେତେଜଣ ବସି ଚିକେନ୍ ଅଣ୍ଡା ବିରିଆନି ଖାଇ ବଳ ସାଉଁଟୁଥିବାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେଉଛି। ତେବେ ଏ କି ପ୍ରକାରର ଭକ୍ତି ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Post a Comment

أحدث أقدم
Header ADS