Header ADS

ବାହାନଗା ମୃତକଙ୍କ ପାଇଁ ଶୋକସଭା ପାଳିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ


ନୀଳଗିରି,୧୬/୬
:-ନୀଳଗିରି ବ୍ଲକ ବରହମପୁର ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରୋକଷ୍ଠରେ ସଂଘ ତରଫରୁ ବାହାନଗା ମୃତକଙ୍କ ପାଇଁ ଦୁଇ ମିନିଟ ଶାନ୍ତି ପାର୍ଥନା ସହ ଶୋକସଭା ପାଳନ କରାଯାଇଥିଲା।ଏହି ବୈଠକ ଟି ସଂଘର ସଭାପତି ରବିନାରାୟଣ ଚୌଧୁରୀଙ୍କ ଅଧ୍ୟ କ୍ଷତାରେ ପରିଚାଳନା ହୋଇଥିଲା।ବାହାନଗା ରେଳ ଦିର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୨୮୮ ଜଣ ମୃତକଙ୍କ ନିମନ୍ତେ ଶୋକପ୍ରକାଶ କରିଥିବା ବେଳେ,ଇଶ୍ବରଙ୍କ ନିକଟରେ ଆହତ ମାନଙ୍କର ଆରୋଗ୍ୟ କାମନା କରିଥିଲେ।ଉକ୍ତ ସଭାରେ ଅବସରପ୍ରାପ୍ତ ସଂଘର ଉପସଭାପତି ଅଜୟ କୁମାର ପରିଡା,ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ,କୋଷାଧ୍ୟକ୍ଷ ବାଇଧର ପଣ୍ଡା,କୈଳାସ ଚନ୍ଦ୍ର ବେହେରା,କୈଳାସ ଚନ୍ଦ୍ର ମିଶ୍ର,ପ୍ରଦୀପ ପସା,ଶଚିନ୍ଦ୍ର ମଲ୍ଲିକ,ଗୋକୁଳା ନନ୍ଦ ବେହେରା,ମୃତ୍ୟୁଞ୍ଜୟ ନାୟକ,ହରିହର ସେଠୀ,ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ଶ୍ରୀନାଥ ବେହେରା,ଲମ୍ବୋଧର ମହାପାତ୍ର,ଭଗବାନ ଖଟେଇ,ଭାଗବକ କର ଓ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।


Post a Comment

أحدث أقدم
Header ADS