Homeପରମ୍ପରା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। By:Odisha Adarsh Live —April 24, 2023 0 ପୁରୀ , ୨୪/୦୪/୨୩ :- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା।ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ । ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣା ମାନେ ବାରିସୀରେ ହାଣି ଗୋଟେ ଲେଖାଏଁ ତୁମ୍ଭ ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି !ତେବେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଚଳିତ ବର୍ଷ ରଥଯାତ୍ରା ପାଇଁ ସମସ୍ତ ନୀତି ବିଧି ଅନୁସାରେ ସମାପନ ହେବା ନେଇ ସୂଚନା ମିଳିଛି।
Post a Comment