Header ADS

ଭୂତ କରୁଛି ବ୍ୟାମ୍, ନିଶ୍ଚିତ ଦେଖନ୍ତୁ


ଜଳେଶ୍ଵର /୧୬/୦୧/୨୩ :-
ଜଳେଶ୍ଵର lic office ସମ୍ମୁଖରେ morning work କରିବା ପାଇଁ ରଖାଯାଇଥିବା ଯନ୍ତ୍ରାଂଶ ରାତି ୧୨ଟା ପରେ ଆପେ ଆପେ ହଲିବାକୁ ଲାଗୁଛି ଦେଖିଲେ ଲାଗୁଛି କେହି ଅଦୃଶ୍ୟ ହୋଇ ଏମିତି କରୁଛି।

ତେବେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହେଉଛି। ଭିଡ଼ିଓ ଟି ଏବେ ସସିଆଲ ମିଡ଼ିଆ ରେ ବେଶ୍ Viral ହେଉଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରି  ଲୋକ ମାନଙ୍କୁ ଭରସା ଦେଲେ ଆତଙ୍କିତ ଅବସ୍ଥାରେ ଲୋକେ ଉପକାର ପାଈ ପାରିବେ।



Post a Comment

أحدث أقدم
Header ADS